Jodha (2016) Odia Film Original Mp3 Song,Full Movie HD Mp4 Video Download
ଓଲିଉଡର କମେଡି ଷ୍ଟାର୍ ବାବୁସାନ୍ ଖୁବ୍ ଶୀଘ୍ର ଆକସନ୍ ରୋଲ୍ ରେ ନଜର ଆସିବେ,ବହୁ ଦିନ ବ୍ୟବଧାନରେ ବାବୁସାନଙ୍କ ଆକସନ୍ ଧମାକା ପରଦାରେ ଦେଖିବାକୁ ପାଇବେ ଦର୍ଶକ। ହଁ ସେ ଆସୁଛନ୍ତି ଯୋଦ୍ଧା ରୂପରେ,ଭୋଜପୁରୀ ଭର୍ସନ୍ ପ୍ରାୟ ୫ବର୍ଷ ତଳୁ ରିଲିଜ୍ ସରିଛି
ଏବେ ଓଡ଼ିଆ ଭର୍ସନର ରିଲିଜ୍ ଲାଗି ପ୍ରସ୍ତୁତି ଚାଲିଛି । ଡ଼ ସୁନୀଲ୍ କୁମାର ପ୍ରଯୋଜିତ ତଥା ବାଲି ନିର୍ଦେଶିତ ଏହି ଛବିରେ ବାବୁସାନଙ୍କ ବିପକ୍ଷରେ ନାୟିକା ଭୂମିକାରେ ନଜର ଆସିବେ ରୀୟା.
(Songs and Video will be update Soon)
Mp3 Songs and Video of Odia Film Jodha (2016)
Download: All Mp3 Songs Odia Movie Jodha (2016)
Download: All HD,Mp4 and 3gp Video of Odia Film Jodha (2016)
Download Promo song Upcoming Odia Film "Love Pain Kuch Bhi Karega" of Babusan Mohanty
0 comments:
Post a Comment